Subscribe
URL of the page has been copied to clipboard.
Meaning : ଯେ ତୃପ୍ତ ହୋଇନାହିଁ
Example : ତାହାର ଅତୃପ୍ତ ମନ ଠିକ୍ ଜ୍ଞାନକୁ ଖୋଜିବାରେ ଏଣେତେଣେ ଭ୍ରମୁଛି
Synonyms : ଅତୁଷ୍ଟ, ଅସନ୍ତୁଷ୍ଟ, ଅସନ୍ତୋଷୀ
Translation in other languages :हिन्दी English
जो तृप्त न हुआ हो।
Not having been satisfied.
Meaning : ଯାହାଙ୍କର ଶ୍ରାଦ୍ଧ କର୍ମ ରୀତି ଅନୁସାରେ ବା ଠିକ ଭାବରେ କରାଯାଇନାହିଁ
Example : ଅତୃପ୍ତ ଆତ୍ମା ଚାରିଆଡ଼େ ବୁଲୁଛି
Synonyms : ଅଶାନ୍ତ
Translation in other languages :हिन्दी
जिसका श्राद्ध-कर्म रीति अनुसार या ठीक से न किया गया हो।
Install App