Subscribe
URL of the page has been copied to clipboard.
Meaning : ବିତି ଯାଇଥିବା ସମୟ ବା କାଳ
Example : ଏହି ଉପନ୍ୟାସ ଅତୀତର ଘଟଣାବଳୀ ଉପରେ ଆଧାରିତ ଗଲାକାଲିର କଥାକୁ ମନେ ପକେଇ ଦୁଃଖି ହେବା ଉଚିତ ନୁହେଁ
Synonyms : ଗତକାଲି, ଗଲାକାଲି
Translation in other languages :हिन्दी
बीता हुआ समय या काल।
Meaning : ଯାହା ବିତିଯାଇଛି
Example : ଅତୀତକାଳରେ ନାଳନ୍ଦା ବିଶ୍ୱର ଶିକ୍ଷାକେନ୍ଦ୍ର ଥିଲା
Synonyms : ଗତ, ପୁରୁଣା, ପୂର୍ବ, ବିଗତ, ବିତି ଯାଇଥିବା, ଭୂତ
बीता हुआ।
Install App