Meaning : ଅତ୍ୟଧିକ ହେବାର ଅବସ୍ଥା ବା ଭାବ
Example :
ଶରୀରରେ ଚିନିର ଅତ୍ୟଧିକତା ଯୋଗୁଁ ମଧୁମେହ ରୋଗ ହୁଏ
Synonyms : ଅତ୍ୟଧିକତା, ପ୍ରଚୁରତା, ପ୍ରାଚୁର୍ଯ୍ୟ, ବିପୁଳତା
Translation in other languages :
The property of being extremely abundant.
The profusion of detail.