Subscribe
URL of the page has been copied to clipboard.
Meaning : ମାଟି ତଳେ ତିଆରି ହୋଇଥିବା କୋଠରୀ
Example : ସେ ତାଙ୍କ ସବୁ ସମ୍ପତ୍ତି ଭୂଇଁତଳ ଘରେ ଲୁଚାଇ ରଖିଛନ୍ତି
Synonyms : ଗୁହାଘର, ଭୂଇଁତଳ ଘର, ଭୂମିଗୃହ
Translation in other languages :हिन्दी English
ज़मीन के नीचे बनी हुई कोठरी।
The lowermost portion of a structure partly or wholly below ground level. Often used for storage.
Meaning : ଯେ କୌଣସି ଗୁହା, ଘରଆଦିରେ ଲୁଚିକରି ଥାଏ ବା ବାହରକୁ ଆସେନାହିଁ
Example : କେତେକ ଅପରାଧୀ ପୋଲିସ୍ଠାରୁ ବଞ୍ଚିବାପାଇଁ ମାଟିତଳ ହୋଇଯାନ୍ତି
Synonyms : ଭୂମିଗତ, ମାଟିତଳ
जो किसी तहखाने, घर आदि में छिपा हुआ हो या जो जन-साधारण के सामने स्व-स्वरूप में न हो।
Under the level of the ground.
Install App