Meaning : କୌଣସି ତତ୍ତ୍ୱ ବା ଯୌଗିକ ରୂପର ଅନେକ ସାଧାରଣ ଏବଂ ସରଂଚନାତ୍ମକ ଏକକ
Example :
ଅଣୁକୁ ଅଣୁବୀକ୍ଷଣଦ୍ୱାରା ହିଁ ଦେଖାଯାଇପାରେ
Synonyms : ମଲିକ୍ୟୁଲ୍
Translation in other languages :
(physics and chemistry) the simplest structural unit of an element or compound.
moleculeMeaning : ଅତି ଛୋଟ ଟୁକୁରା
Example :
ପ୍ରତି କଣିକାରେ ଭଗବାନ ବ୍ୟାପିରହିଛନ୍ତି
Synonyms : କଣିକା
Translation in other languages :