Meaning : ପ୍ରତିସ୍ୱାକ୍ଷରଆଦିଦ୍ୱାରା ଯାହାର ସତ୍ୟତା ନିର୍ଦ୍ଧାରଣ କରାଯାଇପାରେନାହିଁ
Example :
ଅଣ-ପ୍ରତିସ୍ୱାକ୍ଷରିତ ପ୍ରମାଣ ପତ୍ର ଦେଇଥିବା କାରଣରୁ ଆପଣଙ୍କ ଆବେଦନ ଉପରେ ବିଚାର କରାଯାଇପାରିନାହିଁ
Synonyms : ଅପ୍ରମାଣିତ
Translation in other languages :
Lacking proof or substantiation.
unverified