Subscribe
URL of the page has been copied to clipboard.
Meaning : କୌଣସି ଇଂରେଜୀ ମାସର ଅଠର ଦିନ ପଡ଼ୁଥିବା ତାରିଖ
Example : ଆସନ୍ତାମାସ ଅଠର ତାରିଖରେ ମହେଶର ବିବାହ ହେଉଛି
Synonyms : ଅଠର ତାରିଖ
Meaning : ଦଶ ଏବଂ ଆଠର ଯୋଗରେ ମିଳୁଥିବା ସଂଖ୍ୟା
Example : ନଅ ସହିତ ନଅକୁ ଯୋଗକଲେ ବି ଅଠର ହୋଇଥାଏ
Synonyms : ଅଷ୍ଟାଦଶ, ୧୮
Translation in other languages :हिन्दी English
दस और आठ के योग से मिलनेवाली संख्या।
The cardinal number that is the sum of seventeen and one.
Meaning : ଦଶ ଓ ଆଠ ମିଶି ହେଉଥିବା ସଂଖ୍ୟା
Example : ଏହି ବଖରାରେ ଅଠର ଜଣ ଲୋକ ବସିଛନ୍ତି
Synonyms : 18, ୧୮
दस और आठ।
Being one more than seventeen.
Install App