Subscribe
URL of the page has been copied to clipboard.
Meaning : ଅଟକିବା କାମ ଅନ୍ୟ କାହାଦ୍ୱାରା କରାଇବା
Example : ଚୌକିଦାର କାରଟିକୁ ବଙ୍ଗଳା ବାହାରେ ହିଁ ଅଟକାଇଲା
Synonyms : ଅଟକାଇବା, ରୋକାଇବା, ରୋକେଇବା
Translation in other languages :हिन्दी
रुकने का काम दूसरे से कराना।
Meaning : ରୋକିବା ବା ବାଧାଦେବା
Example : ଡକାୟତମାନେ ମାର୍ଗ ଅବରୋଧ କଲେ
Synonyms : ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋକିବା, ରୋଧକରିବା
Translation in other languages :हिन्दी English
अड़चन या बाधा डालना।
Stop from happening or developing.
Meaning : ପଡ଼ିବାରୁ ବଞ୍ଚେଇବା
Example : ତିନି ମହଲାରୁ ଖସିପଡ଼ୁଥିବା ପିଲାଟିକୁ ଜଣେ ଯୁବକ ଆଗକୁ ଯାଇ ଧରିଲେ
Synonyms : ଧରିବା, ରଖିବା, ସମ୍ଭାଳିବା
गिरने पड़ने से बचाना।
Install App