Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଅଞ୍ଜନୀନନ୍ଦନ from ଓଡ଼ିଆ dictionary with examples, synonyms and antonyms.

ଅଞ୍ଜନୀନନ୍ଦନ   ବିଶେଷ୍ୟ

Meaning : ପବନଙ୍କ ପୁତ୍ର ଯାହାଙ୍କୁ ବହୁତ ବଳଶାଳୀ ଓ ଅମର ବୋଲି ବିଚାରକରାଯାଏ

Example : ହନୁମାନ ରାମଙ୍କର ଭକ୍ତ ଥିଲେ

Synonyms : ଅଞ୍ଜନୀପୁତ୍ର, ଅଞ୍ଜନୀସୁତ, କେଶରୀନନ୍ଦନ, ପବନକୁମାର, ପବନତନୟ, ପବନପୁତ୍ର, ପବନସୁତ, ବଜରଙ୍ଗ ବଲୀ, ବଜରଙ୍ଗୀ, ମହାବୀର, ହନୁ, ହନୁମନ୍ତ, ହନୁମାନ


Translation in other languages :

In Hinduism, the monkey god and helper of Rama. God of devotion and courage.

hanuman