Meaning : ମୂର୍ଖ ହେବାର ଅବସ୍ଥା ବା ଭାବ
Example :
କାହାରି ମୂର୍ଖତା ଉପରେ ହସ ନାହିଁତୁମର ମୂର୍ଖତା କାରଣରୁ ହେବାକୁ ଯାଉଥିବା କାମ ବିଗିଡ଼ି ଗଲା
Synonyms : ଅଜ୍ଞାନତା, ମୂର୍ଖତା, ମୂର୍ଖାମୀ, ମୂଢ଼ତା
Translation in other languages :
मूर्ख होने की अवस्था या भाव।
किसी की मूर्खता पर मत हँसो।Meaning : ଅନଭିଜ୍ଞ ହେବାର ଅବସ୍ଥା ବା ଭାବ
Example :
ମୋର ଅନଭିଜ୍ଞତା କାରଣରୁ ଭଲ କାମ ହାତରୁ ଚାଲିଗଲା
Translation in other languages :