Meaning : ଅନ୍ୟ ସହର ବା ଦେଶରୁ ଆସିଥିବା ବ୍ୟକ୍ତି
Example :
ସେ ଅଜଣା ବ୍ୟକ୍ତିଟିକୁ ସାହାଯ୍ୟ କଲା
Synonyms : ଅଚିହ୍ନା
Translation in other languages :
Meaning : କାହା ସହିତ ଜଣାଶୁଣା ନହେବା ଅବସ୍ଥା
Example :
ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
Translation in other languages :
Meaning : ଯେଉଁ ବ୍ୟକ୍ତି ପରିଚିତ ନୁହେଁ
Example :
ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ
Synonyms : ଅପରିଚିତ
Translation in other languages :
Meaning : ଯେ ପ୍ରତିଷ୍ଠିତ ନୁହେଁ
Example :
ମୋହନ ଜଣେ ଅପ୍ରତିଷ୍ଠିତ ବ୍ୟକ୍ତି
Synonyms : ଅପ୍ରତିଷ୍ଠିତ, ପ୍ରତିଷ୍ଠାହୀନ
Translation in other languages :
जो प्रतिष्ठित न हो।
मोहन एक अप्रतिष्ठित व्यक्ति है।Lacking dignity.
undignifiedMeaning : ଯାହା ଜ୍ଞାତ ବା ଜଣା ନୁହେଁ
Example :
ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
Translation in other languages :