Subscribe
URL of the page has been copied to clipboard.
Meaning : ମଞ୍ଜିରୁ ବାହାରିଥିବା ପ୍ରଥମ ଛୋଟ କୋମଳ କାଣ୍ଡ ଯେଉଁଥିରୁ ନୂଆ ପତ୍ର ବାହାରିଥାଏ
Example : କ୍ଷେତରେ ବୁଟରୁ ଗଜା ବାହାରି ଆସୁଛି
Synonyms : କୁଆଁ, ଗଜା
Translation in other languages :हिन्दी English
बीज में से निकला हुआ पहला छोटा कोमल डंठल जिसमें नये पत्ते निकलते है।
A newly grown bud (especially from a germinating seed).
Install App