Meaning : ନିଜ ଘର ବା ଦୋକାନଆଦି ଭଡ଼ାରେ ଦେଲା ସମୟରେ ମାଲିକ ଭଡ଼ା ବ୍ୟତୀତ ଯେଉଁ ଧନ ନେଇଥାଏ
Example :
ସେ ଦୁଇଟି କୋଠରୀ ପାଇଁ କୋଡ଼ିଏ ହଜାର ଟଙ୍କା ଅଗ୍ରୀମ ଏବଂ ମାସିକ ଦୁଇ ହଜାର ଟଙ୍କା ଭଡ଼ା ମାଗୁଛି
Synonyms : ସଲାମୀ
Translation in other languages :
Money given as security for an article acquired for temporary use.
His deposit was refunded when he returned the car.