Meaning : ଯାହା ସ୍ୱୀକାର କରିବାପାଇଁ ଯୋଗ୍ୟ ନୁହେଁ
Example :
ଆପଣ ବାରମ୍ବାର ଅଗ୍ରାହ୍ୟ ଉପଦେଶ କ’ଣପାଇଁ ଦିଅନ୍ତି ?
Synonyms : ଅଗ୍ରହଣୀୟ, ଅମାନ୍ୟ, ଅସ୍ୱୀକାର୍ଯ୍ୟ
Translation in other languages :
जो लेने या स्वीकार करने के योग्य न हो।
आप बार-बार अस्वीकार्य सुझाव ही क्यों देते हैं।