Subscribe
URL of the page has been copied to clipboard.
Meaning : କୌଣସି ବସ୍ତୁଆଦିର ଆଗରେ ବାହାରିଥିବା ପତଳା ଅଂଶ
Example : ଦୁର୍ଯୋଧନ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ବିନା ଯୁଦ୍ଧରେ ସେ ଛୁଞ୍ଚିର ଅଗ ପରିମାଣ ଜମି ମଧ୍ୟ ପାଣ୍ଡବମାନଙ୍କୁ ଦେବେନାହିଁ
Synonyms : ମୁନ
Translation in other languages :हिन्दी English
किसी वस्तु आदि का आगे की ओर निकला हुआ पतला भाग।
A sharp point (as on the end of a spear).
Meaning : କୌଣସି ବସ୍ତୁଆଦିର ଅଗ୍ରଭାଗ
Example : ଏହି ଡଙ୍ଗାର ଅଗ୍ରଭାଗରେ ବହୁତ କଣା ହୋଇଗଲାଣି
Synonyms : ଅଗ୍ରଭାଗ, ଆଗ
किसी वस्तु आदि के आगे का भाग।
The side that is seen or that goes first.
Install App