Meaning : ଯାହା କୁହାଯାଇ ନାହିଁ
Example :
ଅକୁହା କଥାବି ବେଳେ ବେଳେ ହିଂସାତ୍ମକ କାର୍ଯ୍ୟ ସୃଷ୍ଟି କରେ
Synonyms : ଅକଥିତ, ଅଣକୁହା, ଅନୁକ୍ତ, ଅବୋଲା
Translation in other languages :
Not made explicit.
The unexpressed terms of the agreement.Meaning : ଯାହା କଥନୀୟ ନୁହେଁ
Example :
ମୋର କେତେକ ଅନୁଭବ ଅକଥନୀୟ
Translation in other languages :
Defying expression or description.
Indefinable yearnings.