Meaning : ଏଭଳି ସମୟ ଯେତେବେଳେ ବହୁତ କଷ୍ଟରେ ଅନ୍ନ ମିଳେ
Example :
ଦୁର୍ଭିକ୍ଷରୁ ରକ୍ଷା ପାଇବାପାଇଁ ସରକାର ଏକ ନୂଆ ଯୋଜନା ତିଆରି କରୁଛନ୍ତି
Synonyms : ଦୁର୍ଭିକ୍ଷ
Translation in other languages :
Meaning : ଯେ ନିର୍ଦ୍ଧାରିତ ସମୟର ପୂର୍ବରୁ ବା ପରେ ହୁଏ
Example :
ରାମର ଅସମୟ ମୃତ୍ୟୁରେ ସାରା ପରିବାର ଶୋକଗ୍ରସ୍ତ ହୋଇପଡ଼ିଲେ
Synonyms : ଅକାଳିକ, ଅସମୟଅସାମୟିକ, ଅସମୟୋଚିତ
Translation in other languages :