Meaning : କୌଣସି କାମ କରୁନଥିବା ବ୍ୟକ୍ତି
Example :
ଆମ ଗାଁରେ ଆପଣଙ୍କୁ ଦୁଇ-ଚାରିଟି ଅକର୍ମା ମିଳିଯିବେ
Synonyms : ଅକର୍ମଣ୍ୟ ବ୍ୟକ୍ତି, ନିଲଠା
Translation in other languages :
Meaning : ଯେ କିଛି କାମ କରେ ନାହିଁ
Example :
କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
Synonyms : କର୍ମହୀନ, ନିକମା, ବେକାର
Translation in other languages :
व्यवसाय या उद्यम न करनेवाला।
निकम्मे व्यक्ति को सभी कोसते हैं।