Meaning : ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପାହାଡ଼ିଆ ଅଞ୍ଚଳରେ ବୁଣାଯାଉଥିବା ଏକ ପ୍ରକାର ଲଘୁ ଧାନ ଫସଲ
Example :
କୃଷକ ବିଲରେ ଅଂଜନା ଧାନ ରୋଉଛି
Translation in other languages :
Meaning : କେଶରୀଙ୍କ ପତ୍ନୀ ଯାହାଙ୍କ ଗର୍ଭରୁ ହନୁମାନଙ୍କର ଜନ୍ମ ହୋଇଥିଲା
Example :
ଶାସ୍ତ୍ର ଅନୁସାରେ ଅଞ୍ଜନା ପୂର୍ବ ଜନ୍ମରେ ପୁଞ୍ଜିକସ୍ଥଳୀ ନାମକ ଅପ୍ସରା ଥିଲେ
Synonyms : ଅଞ୍ଜନା
Translation in other languages :
An imaginary being of myth or fable.
mythical being