Meaning : ଯାହା ଉପେକ୍ଷା କରିବା ଯୋଗ୍ୟ
Example :
ପ୍ରଭୁଙ୍କଦ୍ୱାରା ତିଆରି କୌଣସି ବି ବସ୍ତୁ ହେୟ ନୁହେଁ
Translation in other languages :
Not worth considering.
He considered the prize too paltry for the lives it must cost.Meaning : ଭଲର ଓଲଟା ବା ବିପରୀତ
Example :
ଖରାପ ଲୋକମାନଙ୍କର ସଙ୍ଗତି ଭଲ ନୁହେଁ ଆମେ ଖରାପ କାମ କରିବା ଉଚିତ ନୁହେଁ
Synonyms : ଅପ୍ରିୟ, ଖରାପ, ଗର୍ହିତ, ବଦ, ମନ୍ଦ
Translation in other languages :
अच्छा का उल्टा या विपरीत।
बुरे लोगों की संगति अच्छी नहीं होती।Having undesirable or negative qualities.
A bad report card.