Subscribe
URL of the page has been copied to clipboard.
Meaning : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
Example : ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
Synonyms : କଠୋରତା, କରୁଣାହୀନତା, କ୍ରୁରତା, ଦୟାହୀନତା, ନିର୍ଦ୍ଦୟତା, ନିଷ୍ଠୁରତା, ନୃଶଂସତା
Translation in other languages :हिन्दी English
निर्दय होने की अवस्था, गुण या भाव।
The quality of being cruel and causing tension or annoyance.
Meaning : କୋମଳ ହୃଦୟ ନହେବାର ଅବସ୍ଥା
Example : ହୃଦୟହୀନତାକୁ ନେଇ ଷୋଳସହ ଶତାଦ୍ଦୀରୁ ସାହିତ୍ୟ ସୃଷ୍ଟି ହେଲା
Synonyms : ହୃଦୟଶୂନ୍ୟ
जन्मजात हृदय न होने की अवस्था।
Congenital absence of the heart (as in the development of some monsters).
Install App