Subscribe
URL of the page has been copied to clipboard.
Meaning : ଛାତି ଭିତରର ବାଁ ପଟେ ଥିବା ଏକ ଅବୟବ ଯାହାର ସ୍ପନ୍ଦନରେ ସାରା ଶରୀରର ନାଡ଼ିମାନଙ୍କରେ ରକ୍ତ ସଞ୍ଚାରଣ ଲାଗିରହିଥାଏ
Example : ହୃଦୟ ପ୍ରାଣୀମାନଙ୍କର ଗୋଟିଏ ମହତ୍ୱପୂର୍ଣ୍ଣ ଅଙ୍ଗ
Synonyms : କଲିଜା, ମରମଥଳ, ମର୍ମ, ମର୍ମ ସ୍ଥଳ, ହିଆ
Translation in other languages :हिन्दी
छाती के अंदर बायीं ओर का एक अवयव जिसके स्पन्दन से सारे शरीर की नाड़ियों में रक्त-संचार होता रहता है।
Meaning : ପ୍ରାଣୀମାନଙ୍କ ମଧ୍ୟରେ ଅନୁଭବ, ସଙ୍କଳ୍ପ-ବିକଳ୍ପ,ଇଚ୍ଛା, ବିଚାରଆଦି କରିପାରିବା ଶକ୍ତି
Example : ମନର ଚଞ୍ଚଳତାକୁ ଦୂର କରିବା କଠିନ କାର୍ଯ୍ୟ ଅନ୍ୟର ମନ କଥା କିଏ ଜାଣି ପାରିବ?
Synonyms : ଅନ୍ତର, ଚିତ୍ତ, ମନ, ମାନସ
प्राणियों में अनुभव, संकल्प-विकल्प, इच्छा, विचार आदि करने वाली शक्ति।
Meaning : ମନର ସେହି ଶକ୍ତି ଯାହାଦ୍ୱାରା ଭଲମନ୍ଦର ସଠିକ୍ ଓ ସ୍ପଷ୍ଟ ଜ୍ଞାନ ମିଳେ
Example : ଅନ୍ତରାତ୍ମାରୁ ବାହାରିଥିବା କଥା ସତ ହୁଏ
Synonyms : ଅନ୍ତଃକରଣ, ଅନ୍ତରଆତ୍ମା, ଅନ୍ତରାତ୍ମା, ଅନ୍ତର୍ମନ
Translation in other languages :हिन्दी English
शरीर की वह आंतरिक अमूर्त सत्ता जिसमें भले-बुरे का ठीक और स्पष्ट ज्ञान होता है।
The locus of feelings and intuitions.
Install App