Meaning : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
Example :
କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍ ହୁଏ ନାହିଁ ତାର କି ଦଶା ପଡ଼ିଲା
Synonyms : ଅବସ୍ଥା, ଗତି, ଦଶା, ସ୍ଥିତି
Translation in other languages :
The way something is with respect to its main attributes.
The current state of knowledge.