Meaning : ହାତୀର ମସ୍ତକ
Example :
ମାହୁନ୍ତ ବେଳେବେଳେ ଅଙ୍କୁଶରେ ହାତୀମୁଣ୍ଡରେ ଆଘାତ କରୁଥିଲା
Synonyms : ହସ୍ତୀମସ୍ତକ
Meaning : ହାତୀର ମସ୍ତକ
Example :
ମନ୍ଦିର ଆଗରେ ଛିଡା ହୋଇଥିବା ସୁସଜ୍ଜିତ ହାତୀମୁଣ୍ଡ ଉପରେ ପିଲାମାନେ ହାତ ବୁଲାଇଲେ
Synonyms : ଗଜମସ୍ତକ, ହସ୍ତୀମସ୍ତକ
Translation in other languages :
हाथी का मस्तक।
बच्चे ने मंदिर के सामने खड़े हाथी के सुसज्जित हस्तिमस्तक पर हाथ फेरा।