Meaning : ହାତୀ ପିଠି ଉପରେ ପଡ଼ିଥିବା ଚାନ୍ଦୁଆଯୁକ୍ତ ହାଉଦା
Example :
ହାତୀକୁ ସଜ କରାଯାଇଥିଲା ଏବଂ ରାଜା ହାତୀ ପିଠି ଉପରେ ପଡ଼ିଥିବା ହାଉଦା ଉପରେ ବସିଥିଲେ
Translation in other languages :
Meaning : ହାତୀ ପିଠି ଉପରେ ବନ୍ଧା ଯାଉଥିବା କାଠଫ୍ରେମ୍ ଯାହା ଉପରେ ଲୋକେ ବସନ୍ତି
Example :
ହାତିଆଳ ହାତୀପିଠିରୁ ହାଉଦା ଓହ୍ଲାଇଲାପରେ ତାକୁ ହାତୀଶାଳାରେ ବାନ୍ଧିଦେଲା
Translation in other languages :