Subscribe
URL of the page has been copied to clipboard.
Meaning : ହଳ କରୁଥିବା ବ୍ୟକ୍ତି
Example : ଖେତରେ ଚାଷ କରୁଥିବା ସମୟରେ ହଳିଆ ଗୀତ ଗାଉଥିଲା
Translation in other languages :हिन्दी English
हल चलानेवाला व्यक्ति।
A man who plows.
Meaning : କୂଅରୁ ପାଣିକାଢ଼ିବା ଯନ୍ତ୍ରର ବଳଦ ଗୋଡ଼ାଇବା ଲୋକ
Example : ହଳିଆ ବଳଦଙ୍କୁ ଜଳଘଣାରେ ଯୋଚୁଛି
Translation in other languages :हिन्दी
रहँट के बैल हाँकनेवाला।
Install App