Meaning : ଗୋଟିଏ ଅସ୍ତ୍ର
Example :
ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
Translation in other languages :
Meaning : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
Example :
ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
Synonyms : ଯୋଡ଼ା
Translation in other languages :
Meaning : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ
Example :
କୃଷକ ବିଲରେ ହଳ କରୁଛି
Translation in other languages :
Meaning : ହଳ କରିବା କ୍ରିୟା
Example :
ସେ କ୍ଷେତରେ ହଳ କରୁଛି ଚାଷ ପରେ ଜମିରେ ଜଳସେଚନ ହେବ
Synonyms : କର୍ଷଣ
Translation in other languages :