Subscribe
URL of the page has been copied to clipboard.
Meaning : ଗୋଟିଏ ବର୍ଣ୍ଣବୃତ୍ତ
Example : ହରିତର ପ୍ରତ୍ୟେକ ପାଦରେ କ୍ରମରେ ଦୁଇଟି ତଗଣ ଏବଂ ଦୁଇଟି ଗୁରୁ ଥାଏ
Translation in other languages :हिन्दी English
एक वर्णवृत्त।
(prosody) a system of versification.
Meaning : ଯାହା ଶୁଖିଲା ଓ ମୁରୁକୁଟା ନୁହେଁ
Example : ଏହି ବଗିଚାର ସବୁ ଗଛ ହରିତ୍ ଦେଖାଯାଉଛନ୍ତି
Synonyms : ଚିରଶ୍ୟାମଳ, ସବୁଜ
जो सूखा या मुरझाया न हो।
Still wet or moist.
Meaning : ଯାହା ସବୁଜ ରଙ୍ଗର
Example : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା
Synonyms : ଶାଗୁଆ, ସବୁଜ
Translation in other languages :हिन्दी
जो हरे रंग का हो।
Install App