Meaning : ମନ୍ତ୍ର ପଢ଼ି ଦେବତାଙ୍କ ନିମନ୍ତେ କିଛି ନିର୍ଦ୍ଦିଷ୍ଟ ପଦାର୍ଥ ଅଗ୍ନିରେ ଅର୍ପଣ କରିବାର କ୍ରିୟା
Example :
ପଣ୍ଡିତେ କହିଲେ ଯେ ଆହୁତି ଦାନର ସମୟ ଗଡ଼ି ଯାଉଛି
Synonyms : ଅଗ୍ନିହୋତ୍ର, ଆହୁତି ଦାନ, ହୋମ
Translation in other languages :
The activity of worshipping.
worship