Meaning : ରୁଚିକର ବା ସ୍ୱାଦିଷ୍ଟ ଆହାର
Example :
ସେ ସ୍ୱାଦିଷ୍ଟ ଖାଦ୍ୟ ଖୋଜିଖୋଜି କୌଣସି ହୋଟେଲକୁ ଗଲା
Synonyms : ସ୍ୱାଦିଷ୍ଟ ଆହାର, ସ୍ୱାଦିଷ୍ଟ ବ୍ୟଞ୍ଜନ
Translation in other languages :
वह आहार जो रुचिकर या स्वादिष्ट हो।
वह स्वादिष्ट खाद्य की खोज में कई होटलों में गया।