Subscribe
URL of the page has been copied to clipboard.
Meaning : ଶାରିରୀକ ପ୍ରକ୍ରିୟା ପାଇଁ କୌଣସି ଗ୍ରନ୍ଥି ବା କୋଶିକାରୁ ସ୍ରାବିତ ହେଉଥିବା ଦ୍ରବ୍ୟ
Example : ଲାଳ, ହର୍ମୋନ୍ ଆଦି ହେଉଛନ୍ତି ରସ
Synonyms : ରସ
Translation in other languages :हिन्दी English
किसी ग्रंथि या कोशिका से स्रावित होने वाला वह द्रव जिसका शारीरिक क्रियाओं में महत्व है।
A functionally specialized substance (especially one that is not a waste) released from a gland or cell.
Meaning : ଧାରରେ ବୋହୁଥିବା ବା ବାହାରୁଥିବା କ୍ରିୟା
Example : ଘାଆରୁ ପୂଜ ସ୍ରାବ ହେଉଛି
Synonyms : କ୍ଷରଣ, ନିଷ୍ପର୍ଣ୍ଣ, ନିସୃତ, ସ୍ରବଣ
बह या रसकर निकलने की क्रिया।
The organic process of synthesizing and releasing some substance.
Install App