Meaning : ଚୋରା ଜିନିଷ କିଣୁଥିବା ବା ନିଜ ପାଖରେ ଲୁଚାଇ ରଖୁଥିବାଲୋକ
Example :
ପୋଲିସ ଜଣେ ଚୋରାବେପାରୀକୁ ଧରି ପକାଇଲେ
Synonyms : ଚୋରାବେପାରୀ
Translation in other languages :
Someone who engages illegally in trade in scarce or controlled commodities.
black marketeer