Meaning : ଯାହାର ବହୁତ କମ୍ ବା ଅଳ୍ପକିଛି ଜ୍ଞାନ ଅଛି
Example :
ସ୍ବଳ୍ପଜ୍ଞ ବ୍ୟକ୍ତି ଜ୍ଞାନୀ ଓ ମୁର୍ଖଙ୍କ ମଧ୍ୟରେ ଥାଏ
Synonyms : ଅଳ୍ପଜ୍ଞ, ଅଳ୍ପଜ୍ଞାନୀ
Translation in other languages :
जिसे बहुत कम या थोड़ा ज्ञान हो।
अल्पज्ञ व्यक्ति ज्ञानी और मूर्ख के बीच में होता है।Meaning : କମ୍ ବା ଅଳ୍ପ ବୁଝିବା ଲୋକ
Example :
ସ୍ବଳ୍ପଜ୍ଞ ବିଦ୍ୟାର୍ଥୀମାନଙ୍କୁ ପଢାଇବା ନିମନ୍ତେ ଶିକ୍ଷକମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ
Synonyms : ଅଳ୍ପଜ୍ଞ, ଅଳ୍ପବୁଦ୍ଧି
Translation in other languages :
कम या थोड़ी समझ वाला।
अल्पज्ञ विद्यार्थियों को पढ़ाने के लिए शिक्षकों को अधिक मेहनत करनी चाहिए।