Meaning : ଚିନ୍ତା,ଆଶଙ୍କା,ଭୟ ଆଦି ଉତ୍ପନ୍ନ କରିବା
Example :
ମୋ ହୃଦୟକୁ ଥରାଅ ନାହିଁ, ମୁଁ ବହୁତ ଦୁର୍ବଳ
Synonyms : ଡରାଇବା, ଥରାଇବା, ଭୟଭୀତ କରାଇବା
Translation in other languages :
Meaning : ହୃଦୟରେ ସ୍ପନ୍ଦନ ଉତ୍ପନ୍ନ କରିବା
Example :
ହୃଦ୍ଘାତରେ ପୀଡିତ ବ୍ୟକ୍ତିର ଛାତିକୁ ଧୀର ଭାବରେ ଦବାଇ ତାର ହୃଦୟକୁ ସ୍ପନ୍ଦିତ କରିବା ଆବଶ୍ୟକ
Synonyms : ହୃଦ୍କ୍ରିୟା ଚାଲୁକରିବା
Translation in other languages :
दिल में धड़क उत्पन्न करना।
हृदयाघात से पीड़ित व्यक्ति के सीने को हल्के से दबाकर उसके हृदय को धड़काना चाहिए।