Meaning : କିଛିଦିନ ପାଇଁ ସ୍ଥାୟୀ ହେବା ବା କାମଦେବା
Example :
ଶାଗୁଆନ୍ କାଠରେ ତିଆରି ସାଜସଜ୍ଜାର ବସ୍ତୁଗୁଡ଼ିକ ସ୍ଥାୟୀ ହୋଇଥାଏ
Translation in other languages :
Existing for a long time.
Hopes for a durable peace.Meaning : ଯାହା ବହୁତ ଦିନ ଧରି ଚାଲେ
Example :
ଭାଈଙ୍କୁ ବ୍ୟାଙ୍କ୍ରେ ସ୍ଥାୟୀ ଚାକିରୀ ମିଳିଗଲା
Translation in other languages :
Meaning : ସର୍ବଦା ରହିବା ବା କାମ କରିବା ବା ସବୁବେଳେ ଉପସ୍ଥିତି ରହିବା ବ୍ୟକ୍ତି
Example :
ସଂସାରରେ କୌଣସି ବସ୍ତୁ ସ୍ଥାୟୀ ନୁହେଁ
Synonyms : ଦୀର୍ଘସ୍ଥାୟୀ
Translation in other languages :