Subscribe
URL of the page has been copied to clipboard.
Meaning : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
Example : ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
Synonyms : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଧରାଶାୟୀ, ଭଙ୍ଗା, ଭୁଷୁଡ଼ିପଡ଼ିଥିବା
Translation in other languages :हिन्दी English
जो गिर या ढह गया हो।
Torn down and broken up.
Meaning : ନିଜ ସ୍ଥାନ, ପ୍ରତିଜ୍ଞା, ସିଦ୍ଧାନ୍ତଆଦିରେ ଅସ୍ଥିର
Example : ସେ ନିଜ ମାର୍ଗରେ ବିଚଳିତ
Synonyms : ଅସ୍ଥିର, ବିଚଳିତ, ବିଚ୍ୟୁତ
अपने स्थान, प्रतिज्ञा, सिद्धान्त आदि से हटा हुआ।
Having the attention diverted especially because of anxiety.
Meaning : ଖସିପଡ଼ିଥିବା ବା ଗଡ଼ି ଆସି ଥିବା
Example : ପର୍ବତରୁ ସ୍ଖଳିତ ଭୂଖଣ୍ଡଦ୍ୱାରା ଏହି ପାହାଡ଼ିଆ ରାସ୍ତା ବନ୍ଦ ହୋଇଯାଇଛି
Translation in other languages :हिन्दी
खिसका या फिसला हुआ।
Install App