Meaning : ଏକ ଗଛ ଯେଉଁଥିରେ ହଳଦିଆ ଫୁଲ ହୁଏ ଏବଂ ଯାହାର ମଞ୍ଜିରୁ ତେଲ ବାହାର କରାଯାଏ
Example :
ସୋରିଷ କ୍ଷେତର ଫୁଲ ମନକୁ ପ୍ରଲୋଭିତ କରେ
Translation in other languages :
Any of several cruciferous plants of the genus Brassica.
mustardMeaning : ଏକ ପ୍ରକାରର ତୈଳବୀଜ
Example :
ତେଲ ବାହାର କରିବାପାଇଁ ସେ ଘଣାରେ ସୋରିଷ ପେଡ଼ୁଛି
Synonyms : ରାଇ
Translation in other languages :
Black or white seeds ground to make mustard pastes or powders.
mustard seed