Meaning : ଗୋଟିଏ ପିତାମାତାଙ୍କ ପାଖରୁ ଜାତ ପୁରୁଷ
Example :
ଶ୍ୟାମ ମୋର ନିଜ ଭାଇ
Synonyms : ଜନ୍ମିତ ଭାଇ, ନିଜ ଭାଇ, ଭାଇ, ଭ୍ରାତା, ସହୋଦର
Translation in other languages :
A male with the same parents as someone else.
My brother still lives with our parents.