Meaning : ସେନା ସମୂହ
Example :
ସିକନ୍ଦରଙ୍କ ପଛରେ ତାଙ୍କର ସୈନ୍ୟସାମନ୍ତ ଚାଲୁଥିଲେ
Synonyms : ପଲଟଣ, ପଲ୍ଟନ, ସେନାଦଳ, ସେନାବାହିନୀ, ସୈନ୍ୟସାମନ୍ତ
Translation in other languages :
A permanent organization of the military land forces of a nation or state.
army, ground forces, regular army