Meaning : ଏକ୍କା, ବଳଦ ଗାଡି ଆଦିର ବମ ବା ଜୁଆଳିରେ ଥିବା କଣାରେ ଭର୍ତ୍ତି କରାଯାଉଥିବା ବାଡି
Example :
ଯୁଗ କୀଳକରେ ଯୋଚା ହୋଇଥିବା ପଶୁ ବନ୍ଧା ବା ଛନ୍ଦା ହୋଇଥାଆନ୍ତି ଯେଉଁ କାରଣରୁ ଗାଡି ଆଦିରେ ଯୋଚା ହୋଇଥିବା ପଶୁ ନିୟନ୍ତ୍ରଣରେ ରହନ୍ତି
Translation in other languages :