Meaning : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା
Example :
ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି
Translation in other languages :
Meaning : ନଦୀ ବା ଜଳାଶୟର ଜଳ ଅଟକାଇବାପାଇଁ ତାହାର ଧାରେଧାରେ ମାଟି କିମ୍ବା ପଥର ଆଦିର ରଚନା
Example :
ନଦୀରେ ବନ୍ଧ ପକାଇ ବିଜୁଳୀ ଶକ୍ତି ଉତ୍ପନ୍ନ କରାଯାଏ
Translation in other languages :