Meaning : ସମାଜ ବା ଅର୍ଥ ବ୍ୟବସ୍ଥାର ଅଙ୍ଗ ହୋଇଥିବା ଲୋକ ସମୂହ
Example :
ସେମାନେ କୌଣସି ସାର୍ବଜନିକ କ୍ଷେତ୍ରରେ କାମ କରନ୍ତିପବ୍ଲିକ ସେକ୍ଟର ଏବଂ ପ୍ରାଇଭେଟ ସେକ୍ଟର ମଧ୍ୟରେ ବହୁତ ଫରକ ଥାଏ
Synonyms : କ୍ଷେତ୍ର
Translation in other languages :
Meaning : କୌଣସି ସହର, କ୍ଷେତ୍ର ଆଦିର ଭାଗ
Example :
ମୁଁ ଭିଲାଇର ସେକ୍ଟର ଚାରିରେ ରହେ
Translation in other languages :