Meaning : କୌଣସି କଥାର ଅସ୍ଥିତ୍ୱ ବା ଲକ୍ଷଣ ଆଦି ସୂଚାଉଥିବା ତତ୍ତ୍ୱ ବା କାର୍ଯ୍ୟ ଆଦି
Example :
କଳା ମେଘରେ ଆଚ୍ଛନ୍ନ ଆକାଶ ବର୍ଷାର ସୂଚକ
Translation in other languages :
Meaning : କହିବା ବା ବତେଇବା ବ୍ୟକ୍ତି
Example :
ବେଦାନ୍ତ ଯେଉଁ ଅର୍ଥର ବାଚକ, ସେହି ଅର୍ଥକୁ ଗ୍ରହଣ ନ କଲେ ସଂସାରର ଧର୍ମ ଗୋଟିଏ ହେବନାହିଁ
Synonyms : ଦ୍ୟୋତକ, ବାଚକ, ବାଚୀ, ବୋଧକ
Translation in other languages :
(usually followed by `of') pointing out or revealing clearly.
Actions indicative of fear.