Meaning : ଯେଉଁଥିରେ ସୁଗନ୍ଧ ଅଛି
Example :
ଗୋଲାପ ଗୋଟିଏ ସୁଗନ୍ଧିତ ପୁଷ୍ପ
Synonyms : ସୁଗନ୍ଧପୂର୍ଣ୍ଣ, ସୁଗନ୍ଧିତ, ସୁରଭିତ
Translation in other languages :
Meaning : ସୁଗନ୍ଧିତ କରାଯାଇଥିବା
Example :
ବଜାରରେ ବିଭିନ୍ନ ପ୍ରକାରର କୃତ୍ରିମ ସୁବାସିତ ଫୁଲ ମିଳୁଛି
Synonyms : ସୁଗନ୍ଧିତ
Translation in other languages :