Meaning : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
Example :
ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
Synonyms : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସରଳ, ସହଜ, ସୁବୋଧ୍ୟ
Translation in other languages :
Capable of being apprehended or understood.
apprehensible, graspable, intelligible, perceivable, understandableMeaning : ସରଳତାରେ ଯିବା ବା ପହଞ୍ଚିବା ଯୋଗ୍ୟ
Example :
ହିମାଳୟର ଉଚ୍ଚ ଶିଖର ସୁଗମ୍ୟ ନୁହେଁ
Synonyms : ସୁଗମ୍ୟ
Translation in other languages :