Meaning : ଯେଉଁ ନାଟକର ସମାପ୍ତି ସୁଖଦ
Example :
ନାଟୁଆମାନେ ମଞ୍ଚଉପରେ ଏକ ସୁଖାନ୍ତକ ନାଟକ ଅଭିନିତ କଲେ
Synonyms : ମିଳନାନ୍ତକ ନାଟକ, ସୁଖାନ୍ତ, ସୁଖାନ୍ତକ ନାଟକ
Translation in other languages :
Light and humorous drama with a happy ending.
comedy