Subscribe
URL of the page has been copied to clipboard.
Meaning : ଡବାଭଳି ଏକ ଢାଙ୍କୁଣୀଯୁକ୍ତ ପାତ୍ର
Example : ବଣିଆ କାଚ ପେଡ଼ିରେ କେତେକ ବହୁମୂଲ୍ୟ ରତ୍ନ ରଖିଛି
Synonyms : ପେଟରା, ପେଡ଼ି, ମଞ୍ଜିଷା, ମଞ୍ଜୁଷା, ମଞ୍ଜୂଷା
Translation in other languages :हिन्दी
डिब्बे की तरह का एक ढक्कनदार पात्र।
Meaning : କାଠ ବା ଧାତୁର ଚାରିକୋଣିଆ ବନ୍ଦ ହୋଇଥିବା ପାତ୍ର
Example : ଏହି ବାକ୍ସ ଲୁଗାରେ ଭର୍ତ୍ତି ହୋଇଛି
Synonyms : ଟ୍ରଙ୍କ, ବାକ୍ସ
* आमतौर पर आयताकार पात्र (कंटेनर) जिसमें ढक्कन हो सकता है।
Install App