Meaning : ଛପ୍ପୟ ଛନ୍ଦର ଷଡବିଂଶତତମ ପ୍ରକାର
Example :
କବି ସାରଙ୍ଗରେ ଏକ ଆଶୁ ରଚନା କଲେ
Translation in other languages :
Meaning : ଏକ ପ୍ରକାର ବଡ଼ ହରିଣ ଯାହାର ମୁଣ୍ଡରେ ଦେଖାଯାଉଥିବା ଦୁଇ ଶିଙ୍ଗରେ ଅନେକ ଶାଖା ବାହାରିଥାଏ
Example :
ଶ୍ୟାମ ଚିଡ଼ିଆଖାନାରେ ସାରଙ୍ଗକୁ ବାଦାମ ଖୁଆଉଥିଲା
Synonyms : ବାରସିଙ୍ଘା
Translation in other languages :
Meaning : ସମ୍ପୂର୍ଣ୍ଣ ଜାତିର ଏକ ରାଗ
Example :
ସାରଙ୍ଗ ରାଗରେ ସମସ୍ତ ଶୁଦ୍ଧ ସ୍ୱର ଥାଏ
Synonyms : ସାରଙ୍ଗ ରାଗ
Translation in other languages :
Meaning : ଚାରିଟି ତଗଣ ଥିବା ଏକ ପ୍ରକାର ଛନ୍ଦ
Example :
ଏହି ପଦ୍ୟ ସାରଙ୍ଗଛନ୍ଦର ଉଦାହରଣ
Synonyms : ସାରଙ୍ଗଛଂଦ, ସାରଙ୍ଗଛନ୍ଦ
Translation in other languages :
एक प्रकार का छंद जिसमें चार तगण होते हैं।
यह पद्य सारंग का उदाहरण है।