Meaning : ସାପ ପାଳୁଥିବା ତଥା ତାକୁ ଖେଳାଉଥିବା ବ୍ୟକ୍ତି
Example :
ସାପୁଆକେଳା ସପ୍ତସ୍ୱରା ବଜେଇ ସାପକୁ ଖେଳାଉଛି
Synonyms : କେଳା, ସାପୁଆ କେଳା
Translation in other languages :
A performer who uses movements and music to control snakes.
snake charmer