Subscribe
URL of the page has been copied to clipboard.
Meaning : କୌଣସି ଇଂରେଜୀ ମାସର ସପ୍ତମ ଦିନରେ ପଡ଼ୁଥିବା ତାରିଖ
Example : ଏମାସ ସାତ ତାରିଖରେ ମନୋହର ଘରକୁ ଆସୁଛି
Synonyms : ସାତ ତାରିଖ
Meaning : ଛଅରେ ଏକ ମିଶିଲେ ମିଳୁଥିବା ସଂଖ୍ୟା
Example : ତିନି ଓ ଚାରି ମିଶି ସାତ ହୁଏ
Synonyms : ୭
Translation in other languages :हिन्दी English
छः और एक को जोड़ने पर प्राप्त संख्या।
The cardinal number that is the sum of six and one.
Meaning : ଛଅ ଏବଂ ଏକ
Example : ଏହି କାମପାଇଁ ସାତଜଣ ଶ୍ରମିକ ଆବଶ୍ୟକ
छः और एक।
Being one more than six.
Install App